Advertisment

ଧରିବା ଆଳରେ ଶିଶୁକନ୍ୟାକୁ ନେଇ ଚମ୍ପଟ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି.. ଶିଶୁଟିକୁ ଧରିବା ଆଳରେ ଚୋରି କରି ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା.. ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି..

Newborn Baby Sonepur Hospital Stolen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ