Advertisment

ବନ୍ଦ ଘରେ ୩ ଦିନ ତିନି ମୃତଦେହ: ଘରର ତାଲା ଭଙ୍ଗା ଯାଇ ଉଦ୍ଧାର ହେଲା ମା’ ଓ ୨ ପିଲାଙ୍କ ମୃତଦେହ...

ଗତ ୩ /୪ ଦିନ ହେଲାଣି ବନ୍ଦ ଘରେ ୩ ଜଣଙ୍କ ମୃତଦେହ ପଡ଼ି ରହିଥିଲା। ଗତକାଲି ଦୁର୍ଗନ୍ଧ ବାହାରିବା ପରେ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ।

Advertisment

ଏବେବି ରହସ୍ୟ ଘେରରେ ସମ୍ବଲପୁର ସୁନାପାଲି ଅଞ୍ଚଳରେ ବନ୍ଦ ଘରୁ ୩ଟି ମୃତଦେହ ଉଦ୍ଧାର ଘଟଣା। ସାଜିୟା ପରୱିନ୍, ତାଙ୍କର ୮ ବର୍ଷୀୟ ପୁଅ ଅବଦୁଲ ରେହମାନ ଏବଂ ୬ ବର୍ଷୀୟା ଝିଅ ହୁମେରା ତାୟିବାଙ୍କ ମୃତ୍ୟୁ କେମିତି ହେଲେ ସେ ସମ୍ପର୍କରେ ଜଣାପଡ଼ିନି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରାଯାଇଛି।

Advertisment
Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ