Advertisment

ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍

ପୋଲିସ କବଜାରେ ଆନ୍ଧ୍ର ବରକୁ ଠକିଥିବା ମାଆ-ଝିଅ । ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍ । ଦାମୀ ସୁନାଗହଣା ନେଇ ମାରୁଥିଲେ ଚମ୍ପଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାଗଡ଼ରୁ ମାଆ-ଝିଅଙ୍କୁ ଗିରଫ କରିଛି ପୋଲିସ ।

ଅଦ୍ୟତନ ହୋଇଛି
Advertisment

ପୋଲିସ କବଜାରେ ଆନ୍ଧ୍ର ବରକୁ ଠକିଥିବା ମାଆ-ଝିଅ । ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍ । ଦାମୀ ସୁନାଗହଣା ନେଇ ମାରୁଥିଲେ ଚମ୍ପଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାଗଡ଼ରୁ ମାଆ-ଝିଅଙ୍କୁ ଗିରଫ କରିଛି ପୋଲିସ । ମାଆ-ଝିଅ ବିବାହର ଏପରି ଆଳ ଦେଖାଇଥିଲ, କେହି ବି ଟେର୍ ପାଇନଥିଲେ । ଏକଦମ୍ ବିବାହ ପରମ୍ପରା ପରି ରେସ୍ତୋରାଁରେ ବରଘର ପରିବାର ସହ ଦେଖାଚାହାଁ ଆଉ ସର୍ବସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବାହାଘର ଦିନ ଲକ୍ଷ ଲକ୍ଷ ଟଙ୍କାର ସୁନା-ଗହଣା ନେଇ ଚମ୍ପଟ୍ ମାରିଥିଲେ ମାଆ-ଝିଅ । 

Advertisment
Andhra Pradesh Love Dhokha Marriage Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ