Advertisment

ମେସିନ୍ କରୁଛି ମନରେଗା କାମ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ବା ମନରେଗାରେ କାମ କରି ମାସ ମାସ ଧରି ମଜୁରୀ ପାଇନାହାନ୍ତି ଶ୍ରମିକ।

Advertisment

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ବା ମନରେଗାରେ କାମ କରି ମାସ ମାସ ଧରି ମଜୁରୀ ପାଇନାହାନ୍ତି ଶ୍ରମିକ। ଅନ୍ୟପଟେ ମେସିନ୍ ସାହାଯ୍ୟରେ କରାଯାଉଛି ମନରେଗା କାମ। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ।

Advertisment
MGNREGA Mayurbhanj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ