Man Kills Wife
Advertisment
ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ ଆଉ ତାପରେ ପୋଲିସ ଭୟରେ ଫେରାର ହୋଇଯାଇଥିଲା । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି ଏହି ହୃଦୟ ବିଦାରକ ଘଟଣା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us