murder
Advertisment
ରାତି ଅଧିଆ ଘରେ ପଶିଲେ l ଛୁରୀ ଭୁସି ହତ୍ୟା କଲେ । ତା’ ପରେ ମାରିଲେ ଚମ୍ପଟ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟା କାଣ୍ଡ l ଗୋବିନ୍ଦପୁର ଗାଁର କାଳିଆ ସେଠୀଙ୍କ ମୃତ୍ୟୁ ହୋଇଛି l କାଳିଆଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କଲା ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us