Mamita Meher Murder Case | 70 Seized Items Sent To Forensic Lab For Test, LIVE Updates
Advertisment
ସେପଟେ ମମିତା ହତ୍ୟା ମାମଲାରେ ନୂଆ କଥା ସାମନାକୁ ଆସିଛି। ମମିତାଙ୍କ ଶବ ପୋଡ଼ିବାରେ ବ୍ୟବହୃତ ହୋଇଥିବା ଟାୟାର ସେ ଦେଇଥିବା କହିଛନ୍ତି ବିବେକ ଅଗ୍ରୱାଲ। ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ତାଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ନେବାକୁ କହିଥିଲା। ଶୁଣନ୍ତୁ ଏହି ଘଟଣାର ପୁରା ଖବର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us