Advertisment

ବେଙ୍ଗାଳୁରୁରେ କ୍ରାଇମ୍...ଓଡ଼ିଶାରେ ସୁଇସାଇଡ୍

ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।

Advertisment

ବେଙ୍ଗାଳୁରୁରେ କ୍ରାଇମ୍...ଓଡ଼ିଶାରେ ସୁଇସାଇଡ୍...ପ୍ରେମିକାକୁ ହତ୍ୟା ପରେ ୫୯ ଖଣ୍ଡ କରି କଟା ଅଂଶକୁ ଫ୍ରିଜରେ ରଖି ଯେଉଁ ପ୍ରେମିକ ମାରିଥିଲା ଚମ୍ପଟ । ସେହି ପ୍ରେମିକ ଶେଷରେ ହାରିଦେଲା ଜୀବନ । ଭଦ୍ରକରୁ ସାରା ଦେଶରେ ଏବେ ଚର୍ଚ୍ଚା ଏହି ଖବରକୁ ନେଇ। ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ