Archana Nag
Advertisment
ଅର୍ଚ୍ଚନା ନାଗଫାଶକୁ ନେଇ ତମ୍ବିତୋଫାନ ଯେତିକି, ତାକୁ ନେଇ ରାଜ୍ୟ ରାଜନୀତି ବି ସେତିକି ସରଗରମ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆଜି ପୋଲିସ କମିଶନର ଅଫିସ୍ ଆଗରେ ଗର୍ଜିଛି ବିଜେପି । ଦଳ ଦେଇଛି ୨୪ ଘଂଟିଆ ଅହୋରାତ୍ର ଧାରଣା । ସେପଟେ ବର୍ତ୍ତମାନ ଝାରପଡ଼ା ଜେଲ୍ରେ ଅଛନ୍ତି ନାଗ ଦଂପତ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us