ଉଦ୍ଧତ ହେଉଛନ୍ତି ଶ୍ରୀମନ୍ଦିର ସେବାୟତ ? ଜଗା ଦାଣ୍ଡରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ଭକ୍ତଙ୍କ ସହ ବି କରୁଛନ୍ତି ମନମାନୀ । ଏ ଦୃଶ୍ୟ ହେଉଛି ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖର । ସେବାୟତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକା । ରାମନବମୀ ଅବସରରେ ଖବର ପ୍ରସାରଣ କରିବା ସମୟରେ ସେବାୟତ ମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।