Advertisment

ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଇବାକୁ ନିରୀହ ଚାଷୀଙ୍କୁ ଗିରଫ କଲା ବନବିଭାଗ

ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ‌ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।

Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ