Vigilance
Advertisment
ଥାକ ମାରି ଥୁଆ ହୋଇଛି ବିଡ଼ା ବିଡା ଟଙ୍କା। ଖଟ ଉପରେ ପଡିଛି ପୁଳା ପୁଳା ୫ ଶହ ଟଙ୍କିଆ ବଣ୍ଡଲ। ଭିଜିଲାନ୍ସ ଯାଞ୍ଚ ବେଳେ କୁବେର ଆଇଏସ୍ ବାବୁଙ୍କ ଘରୁ ମିଳିଛି ଏସବୁ। ଧର୍ମଗଡ ଉପଜିଲ୍ଲାପାଳଙ୍କ ସରକାରୀ କ୍ବାର୍ଟର୍ସରୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୪୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍ ମିଳିଛି । ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଟିମ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us