Advertisment

ସ୍ତ୍ରୀକୁ ପାଣି ମାଗିଲା ପଛ ପଟୁ ହାଣିଲା

ହାତ ଧରି ବାହା ହୋଇଥିଲା। ସାତ ଜନମ ଯାଏ ସାଥୀ ହୋଇ ରହିବାକୁ କଥା ଦେଇଥିଲା। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀର ସବୁ ଦୋଷ କ୍ଷମା କରିବାକୁ ବି ଶପଥ ନେଇଥିଲା। ହେଲେ ସାମାନ୍ୟ କଳହ ପାଇଁ ସବୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ସୈଇତାନ। ନିଜ ରାଗ ଆଗରେ ହୋଇଗଲା ଅନ୍ଧ। ନିଜେ ନିଜ ହାତରେ ତିନି ପିଲାଙ୍କୁ କରିଦେଲା ମା’ ଛେଉଁଣ୍ଡ। ପାଣି ପିଇବାକୁ ମାଗିଲା, ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ