Advertisment

୭ଦିନ ପରେ ହୋଇଥାନ୍ତେ ମା, ଗର୍ଭବତୀ ପତ୍ନୀକୁ ତଣ୍ଟି ଚିପି ମାରିଲା ସ୍ବାମୀ

କୁହାଯାଏ ସନ୍ଦେହରୁ ସମ୍ପର୍କ ଶେଷ। ମନରେ ସନ୍ଦେହ ବସା ବାନ୍ଧିଲେ ସେଥିରୁ ରାଗ ତା’ପରେ ଭୟଙ୍କର ପରିଣାମ। ଯାହା ଘଟିଛି ଆନ୍ଧ୍ରପ୍ରଦେଶର ଅନୁଶା ଓ ଜ୍ଞାନେଶ୍ୱରଙ୍କ ମଧ୍ୟରେ। ଅନୁଶା ଗର୍ଭବତୀ। ଡେଲିଭରୀକୁ ଆଉ ମାତ୍ର ୭ ଦିନ ଥିଲା।

Advertisment

କୁହାଯାଏ ସନ୍ଦେହରୁ ସମ୍ପର୍କ ଶେଷ। ମନରେ ସନ୍ଦେହ ବସା ବାନ୍ଧିଲେ ସେଥିରୁ ରାଗ ତା’ପରେ ଭୟଙ୍କର ପରିଣାମ। ଯାହା ଘଟିଛି ଆନ୍ଧ୍ରପ୍ରଦେଶର ଅନୁଶା ଓ ଜ୍ଞାନେଶ୍ୱରଙ୍କ ମଧ୍ୟରେ। ଅନୁଶା ଗର୍ଭବତୀ। ଡେଲିଭରୀକୁ ଆଉ ମାତ୍ର ୭ ଦିନ ଥିଲା। ହେଲେ ତା’ ପୂର୍ବରୁ ସବୁ ସାରିଦେଲା ସ୍ୱାମୀ। ଗର୍ଭବତୀ ପତ୍ନୀର ତଣ୍ଟି ଚିପି ଜୀବନ ନେଇଗଲା।

Advertisment
AndhraPradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ