CRIME
Advertisment
ସ୍ବାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ଥିଲା। ମୋ’ ଝିଅ କାଲି ରାତିରେ ବାଡ଼ିପଟକୁ ଡ୍ରେସ୍ ଆଣିବାକୁ ଯାଇଥିଲା। ସେତେବେଳେ କାତିରେ ତାକୁ ହାଣିଦେଲା। ଆମେ ବି ତାକୁ ସେମିତି ମାରିଦେବୁ। ’ ନିଜ ଝିଅକୁ ଜ୍ବାଇଁ ହତ୍ୟା କରିବା ପରେ ଏପରି କହିଛନ୍ତି ଜଣେ ମା’।