Astrospeak
  • Live TV
  • Read In English

ସୁଟକେସ୍ ଭିତରୁ ବାହାରିଲା ଜିଅନ୍ତା ପ୍ରେମିକା। ଲୁଚି ଲୁଚି ଆସିଥିଲା ବୟଫ୍ରେଣ୍ଡର ହଷ୍ଟେଲକୁ। ଟ୍ରଲି ବ୍ୟାଗରେ ପସି ରୁମ ଭିତରକୁ ଯିବାର ପ୍ଲାନ ଥିଲା। ହେଲେ ସିକ୍ୟୁରିଟି ଧରିଦେଲା, ଆଉ ଭିଡ଼ିଓ ହେଲା ଭାଇରାଲ୍ ।