Ganjam Woman Killed by Brother-in-Law Over Property Dispute
Advertisment
ଶାଳୀକୁ_ହାଣିଦେଲା_ଭିଣୋଇ
ଶାଳୀ ଭିଣୋଇ ସମ୍ପର୍କରେ ଦେଖାଦେଲା ଫାଟ। ଜମି ବାଡ଼ି ବିବାଦରୁ ଆରମ୍ଭ ହେଲା ଝଗଡ଼ା । ଏହା କ୍ରମଶଃ ଉଗ୍ର ରୂପ ନେଲା। ଆଉ ଏକ ଟାଙ୍ଗିଆରରେ ଶାଳୀ ମୁଣ୍ଡକୁ ହାଣି ହତ୍ୟା କଲା ଭିଣୋଇ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us