ଫିରିଙ୍ଗିଆ ଥାନା ପୋଡ଼ି ମାମଲା ପଛର ମୁଖ୍ୟ ଖଳନାୟକ କିଏ ? କାହିଁକି ଥାନା ସହ ମାଲଖାନାକୁ ଜାଳିପୋଡ଼ି ଛାରଖାର କରିଦିଆଗଲା ? ୩ ଦିନ ଧରି ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଚର୍ଚ୍ଚା ।