Advertisment

ଲୁଚିଲୁଚି ଖେଳୁଥିଲେ ଫ୍ରି ଫାୟାର୍‌ ଝୁଲିପଡ଼ିଲେ

ଛାତି ପିଟି କାନ୍ଦୁଛି ମା’। ପୁଅକୁ ଝୁରି ଝୁରି କାନ୍ଦି କାନ୍ଦି ଗଡି ଯାଉଛି। ପୁଅ ପୁଅ କହି ଚେତାଶୂନ୍ୟ ହୋଇପଡୁଛି।ଏ କ’ଣ ହୋଇଗଲା ଭାବି ଲୁହ ଗଡାଉଛି। ଆଉ ଏପଟେ ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତେ ରଡୁଛନ୍ତି। କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଘର, ପୂରା ଗାଁ। ସମସ୍ତେ ଝୁରୁଛନ୍ତି ପୁଅକୁ। ହେଲେ ପୁଅ ଆଉ ନାହିଁ। ଆଖି ବୁଜି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ