Crime
Advertisment
ସାଙ୍ଗର ସ୍ତ୍ରୀକୁ ଧରି ବୁଲୁଥିଲେ ମନାଲି, ଖାଇଲେ ଗୁଳି । ରାଗରେ ସାଙ୍ଗକୁ ଗୁଳି କଲା ସାଙ୍ଗ । ବନ୍ଧୁକ ଧରି ଆସିଲା, ସମସ୍ତଙ୍କ ଆଖି ସାମ୍ନାରେ ଗୁଳି ମାରିଲା । ଛାତିରେ ଫୁଟାଇଲା ତିନି ରାଉଣ୍ଡ ଗୁଳି । ସାଙ୍ଗ ସ୍ତ୍ରୀକୁ ମନାଲି ବୁଲାଇନେବାର ଭୟଙ୍କର ଫଳ ଭୋଗିଲେ ମଦ ବ୍ୟବସାୟୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us