Advertisment

ସ୍ୱାମୀ ସ୍ତ୍ରୀଙ୍କ ବାରୁଦ ଗୋଦାମ

ସ୍ବାମୀ-ସ୍ତ୍ରୀଙ୍କ ବିସ୍ଫୋରକ ବିଜ୍‌ ନେସ୍‌ ! ବାଲୁଘାଟରୁ ମିଳିଛି ୪୫୦ ପେଟି ବିସ୍ଫୋରକ । ଉଭୟ ପତି-ପତ୍ନୀଙ୍କ ନାଁରେ ଅଛି ଲାଇସେନ୍ସ । ରାଉରକେଲାରୁ ଆସିଥିବା ଏହି ଖବର ଏବେ ଖୁବ୍‌ ଚର୍ଚ୍ଚାର ପରିଧିକୁ ଆସିଛି । ସ୍ବାମୀ ସ୍ତ୍ରୀ ଚଲାଇଥିଲେ ବିସ୍ଫୋରକ ଗୋଦାମ ।

Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ