ଚାକିରି ବେଳେ ଅସତ୍ ଉପାୟରେ ଧନ ଅର୍ଜିଥିଲେ,ପାପର ଘଡ଼ା ପୁରିବା ପରେ ବନ୍ଧା ହେଲେ । R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଗତ ୧୫ ଦିନ ଭିତରେ ଏହି ଚାରି ଚାରି ଜଣ ମାଲଦାର ଯନ୍ତ୍ରୀ ଗିରଫ ହେଲେଣି ।