Advertisment

ଠକେଇ ପାଇଁ ହାଇପ୍ରୋଫାଇଲ୍ ଯୋଡ଼ିଙ୍କ ହାଇପ୍ରୋଫାଇଲ୍ ଡ୍ରାମା

ରାଜଧାନୀରେ ଠକେଇ ପାଇଁ ହାଇପ୍ରୋଫାଇଲ୍ ଯୋଡ଼ିଙ୍କ ହାଇପ୍ରୋଫାଇଲ୍ ଡ୍ରାମା। ନିଜକୁ ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁର ମିଛିମିଛିକା ପରିଚୟ ଦେଇ ବଡ଼ ବଡ଼ିଆଙ୍କୁ ଚୁନା ଲଗାଉଥିଲେ । ଏପରିକି ପ୍ରଭାବଶାଳୀ ଅଫିସରଙ୍କ ଫଟୋ ସହ ନିଜ ଫଟୋକୁ ଯୋଡ଼ି ବିଛାଇଥିଲେ ମହାଠକେଇର ଜାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ