ପ୍ରେମରେ ବ୍ରେକ୍ ଅପ୍, ପ୍ରେମିକାର ପ୍ରତାରଣା ନା ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ? କେଉଁ କାରଣରୁ ଜୀବନ ହାରିଲେ ରାଜଧାନୀର ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ? ତାକୁ ନେଇ ଲାଗିରହିଥିବା ସସ୍‌ପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୯୭ ସେକେଣ୍ଡର ଫୋନ କଲ୍ ।