Advertisment

କୁନି ପୁଅ ସାମ୍ନାରେ ମାଆକୁ ଜୀଅନ୍ତା ଜାଳିଲେ..

୬ ବର୍ଷର କୁନି ପୁଅ ଆଖି ଆଗରେ ମାଆକୁ ନୃଶଂସ ହତ୍ୟା । ଦେଖୁଥିଲା କୁନି ପୁଅ, ମାଆକୁ ଜୀଅନ୍ତା ଜାଳିଦେଲା ବାପା । ପୁଅ ଆଖି ସାମ୍ନାରେ ଛଟପଟ ହୋଇ ମରିଗଲା ମାଆ । ୩୬ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ ଜୀଅଁନ୍ତା ଜାଳିଦେଇଛନ୍ତି ସ୍ୱାମୀ ଓ ଶାଶୁ ଶ୍ୱଶୁର । ଏହି ହତ୍ୟାକାଣ୍ଡ ବେଳର ଏକ ଭିଡିଓ ବି ସାମ୍ନାକୁ ଆସିଛି, ଯାହାକୁ ନା ଦେଖିହେବ ନା ଦେଖାଇହେବ । ମହିଳା ଜୀଅନ୍ତା ଜଳୁଥିବାର ଦେଖାଯାଉଛି ଭିଡିଓରେ ।

Advertisment

୬ ବର୍ଷର କୁନି ପୁଅ ଆଖି ଆଗରେ ମାଆକୁ ନୃଶଂସ ହତ୍ୟା । ଦେଖୁଥିଲା କୁନି ପୁଅ, ମାଆକୁ ଜୀଅନ୍ତା ଜାଳିଦେଲା ବାପା । ପୁଅ ଆଖି ସାମ୍ନାରେ ଛଟପଟ ହୋଇ ମରିଗଲା ମାଆ । ୩୬ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି ସ୍ୱାମୀ ଓ ଶାଶୁ ଶ୍ୱଶୁର । ଏହି ହତ୍ୟାକାଣ୍ଡ ବେଳର ଏକ ଭିଡିଓ ବି ସାମ୍ନାକୁ ଆସିଛି, ଯାହାକୁ ନା ଦେଖିହେବ ନା ଦେଖାଇହେବ । ମହିଳା ଜୀଅନ୍ତା ଜଳୁଥିବାର ଦେଖାଯାଉଛି ଭିଡିଓରେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ