thief
Advertisment
ଦିନରେ ଚୋର ସଂଧ୍ୟାରେ ଧର୍ମ ପ୍ରଚାର। ଏହା ଶୁଣିଲେ ହୁଏତ ଆପଣଙ୍କୁ ଅଡ଼ୁଆ ଲାଗୁଥିବ । କିନ୍ତୁ ଏଭଳି ଜଣେ ଚାଲାକ୍ ଚୋରକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ମନୋଜ କୁମାର ସିଂ । ଘର କଟକ ଜିଲ୍ଲାରେ ।