Advertisment

ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ?

ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।

Advertisment

ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ? ଦିନ ଦ୍ୱିପ୍ରହରେ ଗ୍ରାହକ ସାଜି ଆସୁଛନ୍ତି, ବନ୍ଧୁକ ମୁନରେ ସୁନାଗହଣା ଲୁଟି ନେଇ ଚମ୍ପଟ ମାରୁଛନ୍ତି। ଗତକାଲି ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ଅଳଙ୍କାର ଲୁଟିନେଇ ଚମ୍ପଟ ମାରିଥିବା ଲୁଟେରାଙ୍କୁ ଏଯାଏଁ ଧରି ପାରିନି ପୋଲିସ୍ । ଘଟଣାକୁ ୨୪ ଘଣ୍ଟା ପାର୍ ହୋଇଯାଇଥିଲେ ବି ସେମାନେ କେଉଁଠୁ ଆସିଥିଲେ କୁଆଡେ ଗଲେ ସେନେଇ ପୋଲିସ୍ ହାତରେ କୌଣସି ସୁରାକ୍ ଲାଗି ନାହିଁ। ତେବେ ସହରରୁ ଅଳ୍ପଦୂରରେ ବାଇପାସ୍ ରୋଡ୍ ଥିବାରୁ ଲୁଟେରାଙ୍କୁ ଖସିପଳାଇବାକୁ ସହଜ ହୋଇଥିବା କୁହାଯାଉଛି।

Advertisment
Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ