Cyber Frauds Now Targeting Educated, Wealthy and Online Traders
Advertisment
କେବଳ ଗାଁ ଗହଳିର ଅପାଠୁଆ ନୁହନ୍ତି, ସାଇବର୍ ଲୁଟେରାଙ୍କ ଟାର୍ଗେଟ୍ ରେ ଉଚ୍ଚଶିକ୍ଷିତ, କୋଟିପତି ଓ ବ୍ୟବସାୟୀ। ଟ୍ରେଡିଂ କିମ୍ବା ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କାର ଚୂନ ଲଗାଉଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us