Cyber Criminals On Prowl In Twin City
Advertisment
କମିଶନରେଟ ପୋଲିସର ଚିନ୍ତା ବଢାଉଛି ସାଇବର ଫ୍ରଡ୍ । ଗତ ୬ ମାସରେ ସାଇବର ଠକ ଠକିଲେଣି ପ୍ରାୟ ୬ କୋଟି ଟଙ୍କା । ଡେବିଟ ଓ କ୍ରେଡିଟ କାର୍ଡରେ ସାର୍ବାଧିକ ଠକେଇ ହେଉଥିବା ନେଇ ସୂଚନା ଦେଲେ କମିଶନରେଟ ପୋଲିସ । ସିନିୟର ସିଟିଜେନଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ସାଇବର ଫ୍ରଡ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us