Advertisment

Loot: ଲୁଟିନେଇ ଚମ୍ପଟ ମାରିଲେ

ସାରା ଗାଁ ଲୋକଙ୍କୁ ଚୂନ ଲଗାଇଲା ଗ୍ରାହକ ସେବା କେନ୍ଦ୍ର। କିଏ ଝିଅ ବାହାଘର ପାଇଁ ତ କିଏ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ପଇସା ସଞ୍ଚିଥିଲା। ହେଲେ ଆଖି ପିଛୁଳାକେ ତାକୁ ଲୁଟିଦେଲେ ଗ୍ରାହକ ସେବା ଅଧିକାରୀ। ଗ୍ରାମବାସୀଙ୍କ ବିଶ୍ୱାସରେ ଦେଇଦେଲେ ବିଷ ।

ଅଦ୍ୟତନ ହୋଇଛି

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ