Balangir
Advertisment
ଅଭାବୀ ମା’ର ଛାତିଫଟା କଥା । ଅଭାବ ପାଇଁ ମୋ ଛୁଆକୁ ମୁଁ ପ୍ରତିପୋଷଣ କରିପାରିବିନି । ତେଣୁ ଭଲରେ ରହିବ ବୋଲି, ଅନ୍ୟ ହାତକୁ ଟେକିଦେଲି । ଅଶୀ ଦଶକରେ ବଲାଙ୍ଗିରରେ ଶିଶୁବିକ୍ରି ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ, ବର୍ତ୍ତମାନ ସହର ଭିତରେ ପୁଣି ଶିଶୁବିକ୍ରି ଘଟଣା ସେ ପୁରୁଣା କଥାକୁ ମନେ ପକାଇ ଦେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us