Advertisment

Child Rescue: ଟ୍ୟୁସନ୍ ସାର୍‌ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର

ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।

Advertisment

ନାବାଳକ ବଖାଣିଲା ଅପହରଣର ଲୋମଟାଙ୍କୁରା କାହାଣୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡନ୍ୟାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ । ଅପହରଣ ପଛର କାରଣ ସଂପର୍କରେ ଖୁଲାସା କରି ପୋଲିସ କହିଛି, ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି । 

Advertisment
Bhubaneswar Commissionerate Police Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ