420 ଡାକ୍ତର ରମେଶ ସ୍ୱାଇଁଙ୍କ ନୂଆ କାହାଣୀ । ଧନ ସମ୍ପତ୍ତି ଲୁଟ୍ ପାଇଁ ନକଲି ଡାକ୍ତର ରମେଶ ସ୍ୱାଇଁ କେମିିତି ୧୮ ମହିଳାଙ୍କୁ ବିବାହ କରିଥିଲେ, ତାହା ତ ଆପଣ ଜାଣିଛନ୍ତି । ହେଲେ ଏହି ଠକ ଡାକ୍ତରଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଆଉ କେଉଁମାନେ ଅଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।