Advertisment

ରାଜଧାନୀର ଛାତି ଉପରେ ଲଜ୍ଜାଜନକ ଘଟଣା

ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।

Advertisment

ରାଜଧାନୀର ଛାତି ଉପରେ ଗତ ରବିବାର ରାତିରେ ଯେଉଁ କାଣ୍ଡ ଘଟିଲା, ବୋଧହୁଏ କେହି କେବେ ଶୁଣିନଥିବେ। କାରଣ ପୂର୍ବରୁ ଚୋରି ପାଇଁ ଆପାର୍ଟମେଣ୍ଟରେ ଦୁର୍ବୃତ୍ତ ପଶୁଥିଲେ ସତ। କିନ୍ତୁ ଆପାର୍ଟମେଣ୍ଟରେ ପଶି ୨ ବର୍ଷର ଶିଶୁକନ୍ୟା ଆଗରେ ଏକୁଟିଆ ଥିବା ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରି ଯେ ଚମ୍ପଟ ମାରିବେ, ତାହା କଳ୍ପନା ବାହାରେ। ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି। ତା’ସହ NHRCରେ ପହଞ୍ଚିଛି ମାମଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ