Cameraman Manas Murder Case
Advertisment
କାହିଁକି ଓ କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ? ଅପରାଧର ପ୍ରତିଟି ପ୍ରମାଣ ସଂଗ୍ରହ କରି କଡ଼ିକୁ କଡ଼ି ଯୋଡୁଛି କ୍ରାଇମବ୍ରାଞ୍ଚ। ଅପହରଣସ୍ଥଳୀରୁ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଆଜି ମର୍ଡର ସ୍ପଟ୍ରେ ଫରେନ୍ସିକ୍ ଯାଞ୍ଚ କରିଛି ଟିମ୍। ଦୟାଲ୍ ଆଶ୍ରମରେ ଅତ୍ୟାଧୁନିକ ଥ୍ରୀ-ଡି ସ୍କାନର୍ରେ ଚିତ୍ର ଉତ୍ତୋଳନ ସହ ଆଶ୍ରମକୁ ସିଲ୍ କରିଛି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us