Advertisment

ମୁଁ ମରୁଛି ଏମାନଙ୍କ ପାଇଁ...

ପୁଣି ହାରାସମେଣ୍ଟ। ପୁଣି ଟର୍ଚ୍ଚର। ପୁଣି ଯୌତୁକ ନିର୍ଯାତନା। ପୁଣି ଜଳିଲା ନବବଧୂର ଚିତା। ହାତରୁ ମେହେନ୍ଦି ନ ଲିଭୁଣୁ, ଲିଭିଗଲା ଜୀବନ ଦୀପ। ଚାରି ମାସର ପ୍ରେମ ବିବାହର ଅତ୍ମହତ୍ୟାରେ ଘଟିଲା ଅନ୍ତ। ଝୁଲି ପଡିଲେ ନବବଧୂ। ଆତ୍ମହତ୍ୟା ପୂର୍ବରୁ କାନ୍ଦି କାନ୍ଦି ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ଭିଡିଓ କରି ବଖାଣିଲେ ଗୋଟି ଗୋଟି କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ