Advertisment

ସ୍ତ୍ରୀ କରୁଛି ଖେଳ ନୀଳ ଡ୍ରମ୍‌ରେ ସଢୁଛି ସ୍ୱାମୀ

ତିନି ତିନିଟା ଛୁଆର ମା’। ପ୍ରାୟ ୭ ବର୍ଷର ବାହାଘର। ହେଲେ ଘର ମାଲିକ ପୁଅ ପ୍ରେମରେ ପଡି ଅନ୍ଧ ହୋଇଗଲା ସ୍ତ୍ରୀ। ପରପୁରୁଷ ପାଇଁ ପୋଛିଦେଲା ମଥାରୁ ସିନ୍ଦୂର। ସାଜିଲା ରାକ୍ଷସୀ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା। ପରେ ନୀଳ ଡ୍ରମ୍‌ରେ ପୂରାଇଲା। ଆଉ ମୃତଦେହ ଉପରେ ପକାଇଦେଲା ୨୦ କେଜି ଲୁଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ