ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା