Advertisment

ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍‌ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଅର୍ଚ୍ଚନା । କହିଛି, ୬୦ ଘଣ୍ଟା ଧରି ବାଲିଅନ୍ତା ଥାନାରେ ଆଣି ଅଟକ ରଖିଲା ପୋଲିସ । ୬ ଦିନ ଯାଏଁ କଣ ସବୁ ଘଟୁଥିଲା ମୁଁ ଜାଣିପାରିନଥିଲି । ଏପରିକି ପରିବାର ଲୋକଙ୍କୁ ବି ନଜର ଅନ୍ଦାଜ କରି ରଖାଯାଇଥିଲା । କିନ୍ତୁ ଜେଲ୍ ଭିତରକୁ ଆସିବା ପରେ ଜଣାପଡ଼ିଥିଲା ଗିରଫଦାରୀର କାରଣ । ଏମିତିକି ଅଭିଯୋଗକାରୀ କିଏ ମୁଁ ଜାଣିପାରିନଥିଲି ବୋଲି କହିଛି ଅର୍ଚ୍ଚନା ନାଗ୍ ।

ED Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ