Advertisment

ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ପୁଣି ନାଗର ବିଷୋଦ୍‌ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍‌କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍‌ଙ୍କୁ ବି ନିଶାନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ ଅଭିଯୁକ୍ତ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଣି ସୃଷ୍ଟି କରିଛନ୍ତି ବିସ୍ଫୋରଣ । କହିଛନ୍ତି ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ହେଲେ ସେଥିପାଇଁ ମୋତେ ଦରକାର ସଫିସିଏଣ୍ଟ ଟାଇମ୍- ୩୦ ମିନିଟ୍ । ମୋତେ ଫସାଇ ଦେଇଛନ୍ତି ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଏକ୍ସକ୍ଲୁସିଭ୍‌ଲି ଦେଖାଇବି ।

Odisha Crime Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ