ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।