Advertisment

ଶୋଇଛି ପ୍ରଶାସନ,ମାତିଛନ୍ତି ମାଫିଆ

ସବୁଜିମାରେ ପରିପୂର୍ଣ୍ଣ ପାହାଡ଼କୁ ଖଣ୍ଡଖଣ୍ଡ କରି କାଟୁଛି ବଡ଼ ବଡ଼ ମେସିନ l ପୁରୁଣା ଗଛ ହେଉକି ପଶୁ ପକ୍ଷୀ କାହା ପ୍ରତି ନାହିଁ ଦୟା l ପାହାଡ଼ ଛାତି ଚିରି ପଥର କାଟିବାରେ ବ୍ୟସ୍ତ ସଂସ୍ଥା l ପୁରୁଣା ଜଙ୍ଗଲକୁ କାଟି ମାଟିରେ ମିଶାଯାଉଥିବା ବେଳେ କାହିଁକି ପ୍ରଶାସନ ଚୁପ ବସିଛି ବୋଲି ପ୍ରଶ୍ନ ଉଠିଲାଣି

Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ