Advertisment

ମାଆର ହେବି ନା ସ୍ତ୍ରୀର ହେବି !

ସନ୍ଧ୍ୟା ୬ଟାରେ ଝିଅକୁ ନେଇ ଗଣେଶ ମଣ୍ଡପ ବୁଲାଇଲେ । ସନ୍ଧ୍ୟା ସାଢେ ୬ଟା ବେଳେ ଘରକୁ ଫେରି ପଡୋଶୀଙ୍କ ସହ ହସି ହସି କଥା ହୋଇଥିଲେ । ହେଲେ ସାଢେ ୭ଟା ବେଳକୁ ମିଳିଲା ଆଇନଜୀବୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ତେବେ ଘଣ୍ଟାକ ଭିତରେ କ'ଣ ଘଟିଲା ଏମିତି ? ମାଆ-ସ୍ତ୍ରୀର ଝଗଡା ଭିତରେ ଅତିଷ୍ଠ ହୋଇ ପଡିଥିଲେ କି ଆଇନଜୀବୀ ? ପଡୋଶୀକୁ କହୁଥିଲେ 'ମୁଁ କାହାର ହେବି' । ପାରିବାରିକ କନ୍ଦଳ ସହି ନପାରି ଜାଳିଦେଲେ କି ନିଜକୁ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ