Advertisment

ମାଆକୁ ମାରିଦେଲା ପୋଷ୍ୟ ଝିଅ

ପ୍ରେମ ଆଗରେ ବଳିପଡ଼ିଲା ମା'ର ମମତା । ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ଅଷ୍ଟମ ଶ୍ରେଣୀର ଝିଅ

Advertisment

ପ୍ରେମ ଆଗରେ ବଳିପଡ଼ିଲା ମା'ର ମମତା । ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ଅଷ୍ଟମ ଶ୍ରେଣୀର ଝିଅ । ପୁରୀ ଯାଇ ମାଆର ଶେଷକୃତ୍ୟରେ ବି ସାମିଲ ହେଲା । ଶେଷରେ ଇନଷ୍ଟାଗ୍ରାମ ଚାଟ ଧରାଇଦେଲା ସବୁ ଅପରାଧ । ଏଭଳି ଘଟଣା ଘଟିଛି ପାରଳାଖେମୁଣ୍ଡି ସୁଣ୍ଢି ସାହିରେ । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

Advertisment
Paralakhemundi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ