Advertisment

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲା; ଗୋଟିଏ ପରିବାରର ୫ ଗିରଫ

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଳକ ହୋଇଥିବା ଜଣାପଡିଛି ।

Advertisment

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଳକ ହୋଇଥିବା ଜଣାପଡିଛି । ସାଧାରଣ ବଚସାରୁ ଯୁବକଙ୍କୁ କୋଦାଳରେ ହାଣି ହତ୍ୟା କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । 

Advertisment
Murder Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ