2.4 Kg Brown Sugar Seized In Balasore, 3 Held
Advertisment
ଜଳେଶ୍ୱର ପାଲଟିଛି କି ବ୍ରାଉନସୁଗାର ହବ୍ ? ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ଜଳେଶ୍ୱର ପାଲଟିଛି ଗଲା ବାଟI କାରଣ ବାରମ୍ବାର ବ୍ରାଉନସୁଗାର ଜଳେଶ୍ୱରରୁ ଜବତ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ପୁଣି ଥରେ ଜଳେଶ୍ୱରରୁ ଜବତ ହୋଇଛି ଅଢେଇ କୋଟିର ବ୍ରାଉନସୁଗାର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us