Advertisment

ମୁଁ ଗଣଦୁଷ୍କର୍ମ ପୀଡ଼ିତା କହୁଛି...

ରଜରେ ସମସ୍ତେ ଖୁସିଥିଲେ... ମୁଁ ବି ଖୁସିଥିଲି... ବେଳାଭୂମିଟା ଯେମିତି ଖୁସିରେ ଫାଟିପଡ଼ୁଥିଲା । ଅନେକ ପର୍ଯ୍ୟଟକ ଥିଲେ । ଧୀରେ ଧୀରେ ରାତି ବଢ଼ୁଥିବାରୁ ବେଳାଭୂମି ବି ଖାଲି ହେଉଥିଲା । ଆମେ ବି ଆଉ ଘେରାଏ ବୁଲି ଆସି ଫେରିଯିବାକୁ ଚିନ୍ତା କରିଥିଲୁ

Advertisment

ରଜରେ ସମସ୍ତେ ଖୁସିଥିଲେ... ମୁଁ ବି ଖୁସିଥିଲି... ବେଳାଭୂମିଟା ଯେମିତି ଖୁସିରେ ଫାଟିପଡ଼ୁଥିଲା । ଅନେକ ପର୍ଯ୍ୟଟକ ଥିଲେ । ଧୀରେ ଧୀରେ ରାତି ବଢ଼ୁଥିବାରୁ ବେଳାଭୂମି ବି ଖାଲି ହେଉଥିଲା । ଆମେ ବି ଆଉ ଘେରାଏ ବୁଲି ଆସି ଫେରିଯିବାକୁ ଚିନ୍ତା କରିଥିଲୁ । ହେଲେ ସେଇ ରାତିର ଅନ୍ଧକାର ଭିତରେ ୧୦ଜଣ ସୈତାନ ଛପି ବସିଥିଲେ । ନାଁକୁ ସିନା ୪ଜଣ ନାବାଳକ ଥିଲେ । ହେଲେ ନରରାକ୍ଷସ ଠାରୁ ବି ସେମାନେ କିଛି କମ୍‌ ନଥିଲେ ।

Advertisment
Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ