Advertisment

ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର

ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି ।

ଅଦ୍ୟତନ ହୋଇଛି
Advertisment

ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି । ସେହିପରି ସ୍ପିଡ୍‌ ପେଟ୍ରୋଲର ମୂଲ୍ୟ ୧୧୨ ଟଙ୍କା ୮ ପଇସାରେ ପହଞ୍ଚିଛି । ଡିଜେଲ୍‌ ଦର ୧୦୪ ଟଙ୍କା ୨୪ ପଇସା ବୃଦ୍ଧି ପାଇଛି । 

Advertisment
Rourkela Petrol Diesel Prices In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ