gold
Advertisment
ସୁନା ଦରରେ ବଡ଼ ପରିବର୍ତ୍ତନ ! ଆକାଶ ଛୁଆଁ ପରେ ଏବେ ଖସୁଛି ଦାମ୍ । ଏବେ ସୁଦ୍ଧା ଖସିଲାଣି ୭ ପ୍ରତିଶତ ସୁନା ଦର । ହଠାତ୍ ସୁନା ଦର ହୁ ହୁ ହୋଇ ବଢ଼ି ଏକ ଲକ୍ଷ ପାର୍ କରିଥିଲା । ହେଲେ ଏଇ କିଛି ଦିନ ହେବ ଏଥିରେ ବ୍ରେକ୍ ଲାଗିବା ସହ ଧୀରେ ଧୀରେ ଦର ହ୍ରାସ ପାଇବାରେ ଲାଗିଲାଣି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us