ଅଦ୍ୟତନ ହୋଇଛି
Special Story: Bus Carrying Bangladeshi Pilgrims Overturns in Bhubaneswar\'s Uttara
Advertisment
କେନାଳ ପାଣି ଭିତରୁ ଖୋଜା ଚାଲିଛି ଜିନିଷ। କିଏ ନିଜ ଡ୍ରେସ ପତ୍ର କାଢ଼ି ନେଉଛି ତ ଆଉ କିଏ ନିଜ ଓଦା ବ୍ୟାଗ୍କୁ ବୋହି ନେଉଛି। ସେହିପରି ଆଉ କିଏ ପାଣିରେ ପଡ଼ିଥିବା ନିଜ ଟଙ୍କାଙ୍କୁ କାଢ଼ି ଆଣି ଶୁଖାଉଛି। ତ ଆଉ କିଏ ଦୁର୍ଘଟଣାରେ ନିଜ ସମସ୍ତ ଟଙ୍କା ପଇସା ହରାଇ ଭାଙ୍ଗି ପଡିଛି। ଇଏ ହେଉଛି ଭୁବନେଶ୍ବର ଉତ୍ତରା ଛକ ସିଫା ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ପରର ଦୃଶ୍ୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us